ବୈଜୟନ୍ତୀ
ଦେଖଣା
ବୈଜୟନ୍ତୀ
ଉଚ୍ଚାରଣ
[ସମ୍ପାଦନା](ବୈଜୟନ୍ତିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବୈଜୟନ୍ତ+ଈ)
[ସମ୍ପାଦନା]- ୧. ପତାକା —୧. Flag;banner.
- ୨. ଜାନୁ ପର୍ଯ୍ୟନ୍ତ ଲମ୍ୱିତକ ପଞ୍ଚବର୍ଣ୍ଣ— ମୟୀ ମାଳା —୨. A five-coloured garland reaching the thighs.
- ୩. ବିଷ୍ଣୁଙ୍କ କଣ୍ଠସ୍ଥ ମାଳା —୩. The garland of Bishṇu.
- ୪. ଅଧିରୋହିଣୀ; ନିଶୁଣୀ —୪. Ladder; staircase.
- ୫. ଧନିଚା ବା ଜୟନ୍ତୀ ବୃକ୍ଷ —୫. Name of a plant; Eychonomene Sesban.