Jump to content

ମନ ମଉଜୀ

ଉଇକିଅଭିଧାନ‌ରୁ

ମନ ମଉଜୀ

ଉଚ୍ଚାରଣ

[ସମ୍ପାଦନା]

ମନମୌଜୀ(ଜୌଜିଆ), ମନମଉଜିଆଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]
(ମନ ମଉଜୀ, ମନ ମଉଜେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମନଃ+ଫାରାସୀ - ମୌଜୀ)

[ସମ୍ପାଦନା]
୧. ଯେ ସର୍ବଦା ପ୍ରଫୁଲ୍ଲମନା —୧. Always merry.
୨. ଯଥେଚ୍ଛାଚାରୀ —୨. Despotic; arbitrary.