ମନ ମଉଜୀ

ଉଇକିଅଭିଧାନ‌ରୁ

ମନ ମଉଜୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ମନମୌଜୀ(ଜୌଜିଆ), ମନମଉଜିଆଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

(ମନ ମଉଜୀ, ମନ ମଉଜେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମନଃ+ଫାରାସୀ - ମୌଜୀ)[ସମ୍ପାଦନା]

୧. ଯେ ସର୍ବଦା ପ୍ରଫୁଲ୍ଲମନା —୧. Always merry.
୨. ଯଥେଚ୍ଛାଚାରୀ —୨. Despotic; arbitrary.