ଶମ୍ପିବା
ଦେଖଣା
ଶମ୍ପିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶମ୍ପିବା
|
ଦେଶଜ - କ୍ରି—(ସଂସ୍କୃତ - ଶପ୍ ଧାତୁ=ଶାପଦେବା)
[ସମ୍ପାଦନା]- ୧. ଅଭିଶାପ ଦେବା —୧. To curse.
- ୨. ଗାଳିଦେବା —୨. To abuse.
[ଦ୍ରଷ୍ଟବ୍ୟ —ସ୍ତ୍ରୀ ଲୋକମାନେ ଶତ୍ରୁକୁ କିମ୍ୱା ଯାହା ସଙ୍ଗେ କଳି କରନ୍ତି, ତାକୁ ଶମ୍ପନ୍ତି ତୁ ମର, ତୋ ପୁଅ ମରୁ, ତୋ ସ୍ୱାମୀ ମରୁ, ତୋ କୁଳବୁଡ଼ୁ, ଇତ୍ୟାଦି ଅଭିଶାପଯୁକ୍ତ ଗାଳି ଦିଅନ୍ତି]