ଶମ୍ପିବା

ଉଇକିଅଭିଧାନ‌ରୁ

ଶମ୍ପିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଶପ୍ ଧାତୁ=ଶାପଦେବା)[ସମ୍ପାଦନା]

୧. ଅଭିଶାପ ଦେବା —୧. To curse.
୨. ଗାଳିଦେବା —୨. To abuse.

[ଦ୍ରଷ୍ଟବ୍ୟ —ସ୍ତ୍ରୀ ଲୋକମାନେ ଶତ୍ରୁକୁ କିମ୍ୱା ଯାହା ସଙ୍ଗେ କଳି କରନ୍ତି, ତାକୁ ଶମ୍ପନ୍ତି ତୁ ମର, ତୋ ପୁଅ ମରୁ, ତୋ ସ୍ୱାମୀ ମରୁ, ତୋ କୁଳବୁଡ଼ୁ, ଇତ୍ୟାଦି ଅଭିଶାପଯୁକ୍ତ ଗାଳି ଦିଅନ୍ତି]