ବେଣିଆ
ବେଣିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
କହୁଣିଆ ୨ (ଦେଖ) - —Kahuṇiā ୨ (See)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]
ମଉଡ଼ମରା ଭାରର ଚାଳ ତଳେ ଥିବା କଣକାଣ୍ଡ —Plate laid at the corners below the thatch of a block. house.
ଦେଶଜ - ବିଶେଷଣ -[ସମ୍ପାଦନା]
ବେଣିପରି ମୋଡ଼ାମୋଡ଼ା — Braided.
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]
ନିଆଁ ରଖିବା ଅଟା —Braided straw for preserving fire.
ବେଣିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]
ନିଆଁ ବଡ଼ିଆ — Brāided straw for preserving fire.