ଚାଟୋଳ
ଦେଖଣା
ଚାଟୋଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାଟୋଳ
|
ଦେଶଜ - ବିଶେଷଣ - (ସଂସ୍କୃତ - ଚଟୁଳ=ଅସ୍ଥିର)
[ସମ୍ପାଦନା]- ୧. ରୋଗାଦି ଯୋଗୁଁ ବ୍ୟାକୁଳତା ଅନୁଭବ କରୁଥିବା — ୧. (a person) Feeling restless on account of disease.
- ୨. ଡହଳ ବିକଳ (ଦେଖ) - ୨. Dahaḻa bikaḻa (See)
(ଦ୍ର—ଯେଉଁ ରୋଗୀ ଚାଟୋଳ ହୁଏ, ସେ ଥୟ ହୁଏ ନାହିଁ, ଥଣ୍ଡା ସ୍ଥାନ ଓ ପବନ ଲୋଡ଼େ, ଦେହରୁ ଲୁଗାପଟା କାଢ଼ି ପକାଏ ଓ ହାତଗୋଡ଼ ବାଡ଼େଇ ହୁଏ)