ଚାଟୋଳ

ଉଇକିଅଭିଧାନ‌ରୁ

ଚାଟୋଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚଟୁଳ=ଅସ୍ଥିର)[ସମ୍ପାଦନା]

୧. ରୋଗାଦି ଯୋଗୁଁ ବ୍ୟାକୁଳତା ଅନୁଭବ କରୁଥିବା — ୧. (a person) Feeling restless on account of disease.
୨. ଡହଳ ବିକଳ (ଦେଖ) - ୨. Dahaḻa bikaḻa (See)

(ଦ୍ର—ଯେଉଁ ରୋଗୀ ଚାଟୋଳ ହୁଏ, ସେ ଥୟ ହୁଏ ନାହିଁ, ଥଣ୍ଡା ସ୍ଥାନ ଓ ପବନ ଲୋଡ଼େ, ଦେହରୁ ଲୁଗାପଟା କାଢ଼ି ପକାଏ ଓ ହାତଗୋଡ଼ ବାଡ଼େଇ ହୁଏ)