Jump to content

ପିତୃ ତର୍ପଣ

ଉଇକିଅଭିଧାନ‌ରୁ

ପିତୃ ତର୍ପଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୨ୟା ତତ୍)

[ସମ୍ପାଦନା]
୧. ପିତୃ ଲୋକଙ୍କ ତୃପ୍ୟର୍ଥ ଜଳ ଓ ତିଳାଦିଦ୍ୱାରା କରାଯିବା କ୍ରିୟା —୧. Offering of water and sessamum to the manes or deceased ancestors.
୨. ପିତୃ ଲୋକଙ୍କର ତୃପ୍ତି — ୨. The satisfaction of one's Progenitors.
୩. ତିଳ; ରାଶି —୩. sassamum.
୪. [[ ପିତୃତୀର୍ଥ (୧) (ଦେଖ) - ୪. Pitṛu tīrtha (୧) (See)