ପିତୃ ତର୍ପଣ

ଉଇକିଅଭିଧାନ‌ରୁ

ପିତୃ ତର୍ପଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୨ୟା ତତ୍)[ସମ୍ପାଦନା]

୧. ପିତୃ ଲୋକଙ୍କ ତୃପ୍ୟର୍ଥ ଜଳ ଓ ତିଳାଦିଦ୍ୱାରା କରାଯିବା କ୍ରିୟା —୧. Offering of water and sessamum to the manes or deceased ancestors.
୨. ପିତୃ ଲୋକଙ୍କର ତୃପ୍ତି — ୨. The satisfaction of one's Progenitors.
୩. ତିଳ; ରାଶି —୩. sassamum.
୪. [[ ପିତୃତୀର୍ଥ (୧) (ଦେଖ) - ୪. Pitṛu tīrtha (୧) (See)