ଲଛା
ଦେଖଣା
ଲଛା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲଛା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ)
[ସମ୍ପାଦନା]- ୧. ତୁଳନା; ଉପମା —୧. Comparison.
- ୨. ସାଦୃଶ୍ୟ —୨. Similarity.
- ୩. ନମୁନା; ମଛା —୩. Sample
- ୪. ଲାଛିବା; ବଳଦ ଆଦିଙ୍କ ଦେହରେ ତପ୍ତ ଲୌହ ଶଳାକାଦ୍ୱାରା ଦାଗ ଦେବା —୪. Searing the bodies of cattle with hot iron.
- ୫. ବନ୍ଧୁକ ମାରିବା —୫. Shooting.
- ୬. ବନ୍ଧୁକଦ୍ୱାରା ଲକ୍ଷ କରିବା —୬. Aiming with a gun at a target.
- ୭. (ପାନବରଜୀ ଭାଷା) ପାନକୁ ବିକ୍ରୟ ପାଇଁ ସଜାଇ ରଖିବା କ୍ରିୟା —୭. Sorting of betel leaves for sale.
- ୮. (ସଂସ୍କୃତ - ଗୁଚ୍ଛ) ସୁତା ଆଦିର ବିଡ଼ା — ୮. Bundle (of thread).
- ୯. ଦୁଧ ଉପରେ ପଡ଼ିବା ଶର —୯. Cream
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ମେଷ (ବୈଶାଖ) ସଂକ୍ରାନ୍ତି ଦିନ ଶିଶମାନଙ୍କ ପେଟରେ ଚଡ଼ୁ ଦେବା —Cauterising the belly of children on the ୧st day of Bāīṣākha.
[ଦ୍ରଷ୍ଟବ୍ୟ —ଚଡ଼ୁ କାଠିକୁ ନିଆଁରେ ପଚାଇ ଶିଶୁମାନଙ୍କ ପେଟରେ ଲାଛି ଦେଲେ (ଚଡ଼୍ର ଦେଲେ) ପେଟରେ ଶିରା ଦୋଷ ଓ ନାଡ଼ୀ ଦୋଷ ଦେଖାଯାଏ ନାହିଁ ଦୈନିକ ଆଶା— ୨୬: ୪୩୪: ]
ଦେଶଜ - ବିଶେଷଣ -
[ସମ୍ପାଦନା]ସଦୃଶ —Similar.
(ଯଥା— ଏ ଆମ୍ୱ ଲଛା ବଜାରରେ ମିଳିବ ନାହିଁ)
ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ -
[ସମ୍ପାଦନା]ମେଷ ସଂକ୍ରାନ୍ତି ଦିନ ପେଟରେ ଚଡ଼ୁ ଦିଆ ଯାଇଥିବା (ଶିଶୁ) —Cauterized (child) on the first day of the month of Mesha;
(ଉ— ଲଛା ପିଲା ବଛା—ଢଗ)