Jump to content

ବାର୍

ଉଇକିଅଭିଧାନ‌ରୁ

ବାର୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବୃ ଧାତୁ ଣିଚ=ବାରି ଧାତୁ=ଆବରଣ କରିବା+ କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]

ଜଳ —Water.

ପ୍ରାଦେଶିକ - (ବାଲେଶ୍ୱର)—ବି

[ସମ୍ପାଦନା]

ସୂତା ଦେହରେ ଗୁଡ଼ିର ଝିଙ୍କା ବା ଝାଙ୍କର ପରିମାଣ ବା ବଳ —The force exeted on the string by a flying kite.

(ମେଦିନପୁର)—ବି—(ତୁଳ . ବଙ୍ଗାଳୀ - ବାର୍)

[ସମ୍ପାଦନା]

ବାହାର; ବହିଃ — Outside exterior.

ବୈଦେଶିକ - ବି (ଇଂ)

[ସମ୍ପାଦନା]
୧. ଆଇନ୍ ବ୍ୟବସାୟୀଙ୍କ ଦଳ —A body of legal practitioners; the bar
୨. ଧାତୁ ବା କାଷ୍ଠ ନିର୍ମିତ କୀଳକ — ୨. Wooden or iron bar.

(ଯଥା—ପାରାଲେଲ୍ୱାର୍; ହୋରାଇଜଣ୍ଟଲ ବାର)