ବାର୍
ଦେଖଣା
ବାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ବୃ ଧାତୁ ଣିଚ=ବାରି ଧାତୁ=ଆବରଣ କରିବା+ କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]ଜଳ —Water.
ପ୍ରାଦେଶିକ - (ବାଲେଶ୍ୱର)—ବି
[ସମ୍ପାଦନା]ସୂତା ଦେହରେ ଗୁଡ଼ିର ଝିଙ୍କା ବା ଝାଙ୍କର ପରିମାଣ ବା ବଳ —The force exeted on the string by a flying kite.
(ମେଦିନପୁର)—ବି—(ତୁଳ . ବଙ୍ଗାଳୀ - ବାର୍)
[ସମ୍ପାଦନା]ବାହାର; ବହିଃ — Outside exterior.
ବୈଦେଶିକ - ବି (ଇଂ)
[ସମ୍ପାଦନା]- ୧. ଆଇନ୍ ବ୍ୟବସାୟୀଙ୍କ ଦଳ —A body of legal practitioners; the bar
- ୨. ଧାତୁ ବା କାଷ୍ଠ ନିର୍ମିତ କୀଳକ — ୨. Wooden or iron bar.
(ଯଥା—ପାରାଲେଲ୍ୱାର୍; ହୋରାଇଜଣ୍ଟଲ ବାର)