ସଜଡ଼ା
ସଜଡ଼ା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଜ୍ଜା)[ସମ୍ପାଦନା]
- ୧. ସଜାଡ଼ିବା କ୍ରିୟା —୧. The act of setting right.
- ୨. ମରାମତ କରିବା — ୨. Act of repairing.
- ୩. ସଜ୍ଜିତ କରିବା —୩. Act of equipping.
ଅନୁବାଦ[ସମ୍ପାଦନା]
ସଜଡ଼ା
|
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ମରାମତ ହୋଇଥିବା — ୧. Repaired.
- ୨. ସଜ୍ଜିତ ହୋଇ ଥିବା —୨. Equipped.
- ୩. ନିର୍ଦୋଷୀ— କୃତ; ସୁସଜ୍ଜିତ —୩. Set right; well-arranged.
[ଉ—ସଜଡ଼ା ହୋଇ କନ୍ଧେ ପଡ଼ିଛି ଦୋଷଡ଼ା&;କୃଷ୍ଣସିଂହ ମହାଭାରତ. ବନ]