Jump to content

ସଜଡ଼ା

ଉଇକିଅଭିଧାନ‌ରୁ

ସଜଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଜ୍ଜା)

[ସମ୍ପାଦନା]
୧. ସଜାଡ଼ିବା କ୍ରିୟା —୧. The act of setting right.
୨. ମରାମତ କରିବା — ୨. Act of repairing.
୩. ସଜ୍ଜିତ କରିବା —୩. Act of equipping.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମରାମତ ହୋଇଥିବା — ୧. Repaired.
୨. ସଜ୍ଜିତ ହୋଇ ଥିବା —୨. Equipped.
୩. ନିର୍ଦୋଷୀ— କୃତ; ସୁସଜ୍ଜିତ —୩. Set right; well-arranged.

[ଉ—ସଜଡ଼ା ହୋଇ କନ୍ଧେ ପଡ଼ିଛି ଦୋଷଡ଼ା&;କୃଷ୍ଣସିଂହ ମହାଭାରତ. ବନ]