ସଜେଇବା
ସଜେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ - (ସଂସ୍କୃତ - ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ)[ସମ୍ପାଦନା]
- ୧. ସଜ୍ଜିତ କରିବା —୧. To furnish.
(ଉ—ବନେ ଉପବନେ ତରୁ ଲତା ଡାଳେ ସଜାଇ ଯତନେ ଅତି—ମଧୁସୂଦନ ଛନ୍ଦମାଳା)
- ୨. ସୁସଜ୍ଜିତ କରିବା —୨. To furnish well.
(ଉ—ବିଗ୍ରହ ବଚନମାନଙ୍କୁ କହନ୍ତେ ସୁଗ୍ରୀବ ସୈନ୍ୟ ସଜାଇ—ଭଞ୍ଜ ବୈଦେହୀଶବିଳାସ)
- ୩. ଅନ୍ୟ ବ୍ୟକ୍ତିକୁ ବେଶ କରିବା —୩. To decorate or adron a person.
- ୪. ମକଦମାର ପ୍ରମାଣାଦି ଉପଯୁକ୍ତରୂପେ ସଜ୍ଜିତ କରିବା; ସିଛ ମକଦମା ରଚିତ କରିବା —୪. To fabricate a case; to get up a case falsely.
ସଜେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
ସଜାଇବା (ଦେଖ) - — Sajāibā (See)