ଲସେଇବା
ଦେଖଣା
ଲସେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲସେଇବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲସିକା)
[ସମ୍ପାଦନା]- ୧. (ଲସିକା କ୍ରିୟାର ଣିଜନ୍ତରୂପ)ତଳକୁ ଦବାଇବା —୧. To press downwards;to suppress.
- ୨. (ସଂସ୍କୃତ - ରସ
ଅନୁବାଦ
[ସମ୍ପାଦନା]ଲସେଇବା
ନିର୍ଗମନ) ଘାଆ ବା ବ୍ରଣ ଆଦିରୁ ଲସା ବୋହିବା — ୨. To water; to discharge watery substance or lymph (said of sores etc).
- ୩. ଭୟରେ ଶଙ୍କିତ କରାଇବା —୩. To frighten a person terribly.
- ୪. ଦୂର କରିବା — ୪. To remove.
[ଉ—ପାସୋରାଇ ମନୁ ନାନା କଦନ ଲସାଇ, ପୀଡ଼ୁ ଅଶ୍ରୂ ବରଷାଇ ଗୋ କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ପ. ଗୀତ]