ଲସେଇବା

ଉଇକିଅଭିଧାନ‌ରୁ

ଲସେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲସିକା)[ସମ୍ପାଦନା]

୧. (ଲସିକା କ୍ରିୟାର ଣିଜନ୍ତରୂପ)ତଳକୁ ଦବାଇବା —୧. To press downwards;to suppress.
୨. (ସଂସ୍କୃତ - ରସ


ଅନୁବାଦ[ସମ୍ପାଦନା]

ନିର୍ଗମନ) ଘାଆ ବା ବ୍ରଣ ଆଦିରୁ ଲସା ବୋହିବା — ୨. To water; to discharge watery substance or lymph (said of sores etc).

୩. ଭୟରେ ଶଙ୍କିତ କରାଇବା —୩. To frighten a person terribly.
୪. ଦୂର କରିବା — ୪. To remove.

[ଉ—ପାସୋରାଇ ମନୁ ନାନା କଦନ ଲସାଇ, ପୀଡ଼ୁ ଅଶ୍ରୂ ବରଷାଇ ଗୋ କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ପ. ଗୀତ]