ବାଜ ବଇରି
[ବାଳ ବହ(ହା)ରି, ବାଜ ଭଇରି—ଅନ୍ୟରୂପ]
ବହିରା ୨ (ଦେଖ) - Bahirā ୨ (See)
ପ୍ରତି ଜଳୀରୁ ଗଳି ବାହାରି ଧାଡି ଦେବାର ବାଜ ବଇରି ମାଡ଼ି ବସିଲେ ପକ୍ଷୀକି ଧରି କି ମନୋହର ଯେ—ଭଞ୍ଜ, ଲାବଣ୍ୟବତୀ