ଶ୍ରୀଚନ୍ଦନ
ଦେଖଣା
ଶ୍ରୀଚନ୍ଦନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ରୀଖଣ୍ଡ (ଦେଖ) - —୧. Ṡrīkhaṇḍa (See)
- ୨. ଅଗୁରୁ ଚନ୍ଦନ —୨. Aloe wood.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. କ୍ଷତ୍ରିୟ ରାଜବଂଶୀୟ ଓ ଖଣ୍ଡାୟତମାନଙ୍କ ଉପାଧି ବିଶେଷ —୧. A title of Kshatriyas and members of Rāj- families and Khaṇḍāyats
- ୨. ଲୋକଙ୍କ ନାମ —୨. Name given to males