ଶ୍ରୀପଦୀ
ଦେଖଣା
ଶ୍ରୀପଦୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ରୀପଦୀ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବାର୍ଷିକ ମଲ୍ଲୀଫୁଲ (ପୁଂଲ ଓ ଗଛ) (ଭାବପ୍ରକାଶ) A sort of Annual Arabian jasmine; jasminum Sambac.
[ଦ୍ରଷ୍ଟବ୍ୟ — ଏହା ଉଦ୍ୟାନ ପାଳିତ ଓ ବହୁଶାଖା ଗୁଳ୍ମ ଏହାର ଫୁଲ ଧଳା; ଖରାଦିନେ ଫୁଟେ ବୈଦ୍ୟକ ମତରେ ଏହା ଶୀତ— ବୀର୍ଯ୍ୟ, ଲଘୁ, ତିକ୍ତରସ, ତ୍ରିଦୋଷ- ନାଶକ ଏହା କର୍ଣ୍ଣରୋଗ, ଚକ୍ଷୁରୋଗ ଓ ମୁଖରୋଗ ନାଶକ ଏଥିରେ ତିଳତୈଳ ସୁଗନ୍ଧିତ କରାଯାଏ