ଶ୍ରୀପଦୀ

ଉଇକିଅଭିଧାନ‌ରୁ

ଶ୍ରୀପଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବାର୍ଷିକ ମଲ୍ଲୀଫୁଲ (ପୁଂଲ ଓ ଗଛ) (ଭାବପ୍ରକାଶ) A sort of Annual Arabian jasmine; jasminum Sambac.

[ଦ୍ରଷ୍ଟବ୍ୟ — ଏହା ଉଦ୍ୟାନ ପାଳିତ ଓ ବହୁଶାଖା ଗୁଳ୍ମ ଏହାର ଫୁଲ ଧଳା; ଖରାଦିନେ ଫୁଟେ ବୈଦ୍ୟକ ମତରେ ଏହା ଶୀତ— ବୀର୍ଯ୍ୟ, ଲଘୁ, ତିକ୍ତରସ, ତ୍ରିଦୋଷ- ନାଶକ ଏହା କର୍ଣ୍ଣରୋଗ, ଚକ୍ଷୁରୋଗ ଓ ମୁଖରୋଗ ନାଶକ ଏଥିରେ ତିଳତୈଳ ସୁଗନ୍ଧିତ କରାଯାଏ