ବାଙ୍କଶାଳ
ବାଙ୍କଶାଳ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ଜାହାଜିଆ ଶବ୍ଦ)[ସମ୍ପାଦନା]
- ୧. ବନ୍ଦର ନିକଟବର୍ତ୍ତୀ ବାଣିଜ୍ୟ ଗୋଦାମ —୧. (nautical) A godown in a port on the bank of a river or sea.
[ ଦ୍ର—କଲିକତାରେ ଗଙ୍ଗାନଦୀର କୂଳଠାରୁ ଖଣ୍ଡଦୂରରେ ବାଙ୍କସାଲ ଷ୍ଟ୍ରୀଟ (Bankshall Street) ନାମରେ ଗୋଟିଏ ଗଳି ଅଛି ]
- ୨. ଜାହାଜର ଯେଉଁ କୋଠରୀରେ ଜାହାଜରେ ଦଉଡ଼ା, ଝିଞ୍ଜିରିଆଦି ରଖାଯାଏ —୨. A cabin of a ship used for storing the ropes, chains etc.