ବାଙ୍କଶାଳ

ଉଇକିଅଭିଧାନ‌ରୁ

ବାଙ୍କଶାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ଜାହାଜିଆ ଶବ୍ଦ)[ସମ୍ପାଦନା]

୧. ବନ୍ଦର ନିକଟବର୍ତ୍ତୀ ବାଣିଜ୍ୟ ଗୋଦାମ —୧. (nautical) A godown in a port on the bank of a river or sea.

[ ଦ୍ର—କଲିକତାରେ ଗଙ୍ଗାନଦୀର କୂଳଠାରୁ ଖଣ୍ଡଦୂରରେ ବାଙ୍କସାଲ ଷ୍ଟ୍ରୀଟ (Bankshall Street) ନାମରେ ଗୋଟିଏ ଗଳି ଅଛି ]

୨. ଜାହାଜର ଯେଉଁ କୋଠରୀରେ ଜାହାଜରେ ଦଉଡ଼ା, ଝିଞ୍ଜିରିଆଦି ରଖାଯାଏ —୨. A cabin of a ship used for storing the ropes, chains etc.