ପରମ୍ପରା
ପରମ୍ପରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପର+ପର+ଆ)[ସମ୍ପାଦନା]
- ୧. ଧାରା; ପୂର୍ବାପର କ୍ରମ — ୧. System; order.
- ୨. ସମୂହ —୨. Collection; series.
- ୩. ଅବିଚ୍ଛିନ୍ନ ଧାରା; ଅନୁକ୍ରମ — ୩. Continuous succession; uninterrupted line; unbroken series.
- ୪. ଅନ୍ୱୟ; ବଂଶପରମ୍ପରା —୪. Family; lineage; progeny; a line of descendents.
- ୫. ହିଂସନ; ମାରଣ —୫. Hurting; killing.
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ଧାରାବାହିକ —୧. Regular.
- ୨. ଅବିଚ୍ଛିନ୍ନ —୨. Unbroken.
ଦେଶଜ - ଅ[ସମ୍ପାଦନା]
- ୧. ଆବାଲ୍ୟରୁ —୧. From infancy.
ବିଚକ୍ଷଣ ହୋଇଲେ କି ହେବ ପରମ୍ପରା—ଭଞ. ବୈଦେହୀଶ ବିଳାସ
- ୨. ଅବିଚ୍ଛିନ୍ନ ଭାବରେ — ୨. In an unbroken line or series.
- ୩. ଧାରାବାହିକରୂପେ — ୩. In regular succession.
ବାଜୀଗଜରଥ ପତ୍ତଚତୁରଙ୍ଗ ପରମ୍ପରା ହୋଇ ଏ ଥିଲା ଭଞ, ବୈଦେହୀଶବିଳାସ
- ୪. ଆବହମାନ କାଳରୁ — ୪. From time immemorial.
ପରାଣ ଭିନ୍ନେ ପ୍ରାଣୀ ପୁଣି ଜୀଅଁର ଶୁଣି ନ ଥିଲଇ ପରମ୍ପରା ଭଞ୍ଜ. ପ୍ରେମସୁଧାନିଧି
- ୫. ବହୁ ପୁରୁଷ ହେଲା ଅବିଚ୍ଛିନ୍ନରୂପେ — ୫. Uninterruptedly for generations.