ପରମ୍ପରା

ଉଇକିଅଭିଧାନ‌ରୁ

ପରମ୍ପରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପର+ପର+ଆ)[ସମ୍ପାଦନା]

୧. ଧାରା; ପୂର୍ବାପର କ୍ରମ — ୧. System; order.
୨. ସମୂହ —୨. Collection; series.
୩. ଅବିଚ୍ଛିନ୍ନ ଧାରା; ଅନୁକ୍ରମ — ୩. Continuous succession; uninterrupted line; unbroken series.
୪. ଅନ୍ୱୟ; ବଂଶପରମ୍ପରା —୪. Family; lineage; progeny; a line of descendents.
୫. ହିଂସନ; ମାରଣ —୫. Hurting; killing.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଧାରାବାହିକ —୧. Regular.
୨. ଅବିଚ୍ଛିନ୍ନ —୨. Unbroken.

ଦେଶଜ - ଅ[ସମ୍ପାଦନା]

୧. ଆବାଲ୍ୟରୁ —୧. From infancy.

ବିଚକ୍ଷଣ ହୋଇଲେ କି ହେବ ପରମ୍ପରା—ଭଞ. ବୈଦେହୀଶ ବିଳାସ

୨. ଅବିଚ୍ଛିନ୍ନ ଭାବରେ — ୨. In an unbroken line or series.
୩. ଧାରାବାହିକରୂପେ — ୩. In regular succession.

ବାଜୀଗଜରଥ ପତ୍ତଚତୁରଙ୍ଗ ପରମ୍ପରା ହୋଇ ଏ ଥିଲା ଭଞ, ବୈଦେହୀଶବିଳାସ

୪. ଆବହମାନ କାଳରୁ — ୪. From time immemorial.

ପରାଣ ଭିନ୍ନେ ପ୍ରାଣୀ ପୁଣି ଜୀଅଁର ଶୁଣି ନ ଥିଲଇ ପରମ୍ପରା ଭଞ୍ଜ. ପ୍ରେମସୁଧାନିଧି

୫. ବହୁ ପୁରୁଷ ହେଲା ଅବିଚ୍ଛିନ୍ନରୂପେ — ୫. Uninterruptedly for generations.