ପନ୍ତାର
ପନ୍ତାର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରାନ୍ତ; ପ୍ରାନ୍ତର)[ସମ୍ପାଦନା]
- ୧. ପ୍ରାନ୍ତ —୧. End.
- ୨. ପ୍ରାନ୍ତର; କୌଣସି ଆଶ୍ରୟଶୂନ୍ୟ ଦୀର୍ଘ ପ୍ରଶସ୍ତ ପଡ଼ିଆ — ୧. Prairie.
- ୩. ବୃକ୍ଷାଦି ଶୂନ୍ୟ ମରୁଭୂମି —୩. Treeless desert.
- ୪. ପୋଖରୀର ବନ୍ଧ ଓ ପାଣି ଧାର ମଧ୍ୟରେ ଥିବା ଶୁଖିଲା ଅଂଶ ବଗଚରା —୪. The dry shore of a tank between the highest and the lowest water line.
- ୫. ଦୁଇ ଗ୍ରାମ ମଧ୍ୟରେ ଥିବା ବୃକ୍ଷଲତାବିହୀନ ଖୁବ୍ ବଡ଼ ପଡ଼ିଆ; ଗହୀର —୫. An extensive plot of open land between two villages.
- ୬. ବୃକ୍ଷାଦି ଶୂନ୍ୟ ଦୂର ପଥ — ୬. A lonely treeless distance.
- ୭. ନଈ ଆଦିର କୂଳ —୭. Shore.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]
ନଦୀର ଉଭୟ କୂଳସ୍ଥ ସମୁଦାୟ ଭୂମି — The land on both banks of a river.
(ଯଥା—ନଈ ପନ୍ତାର ମାଡ଼ି ବଢ଼ିଛି )