Jump to content

ପନ୍ତାର

ଉଇକିଅଭିଧାନ‌ରୁ

ପନ୍ତାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରାନ୍ତ; ପ୍ରାନ୍ତର)[ସମ୍ପାଦନା]

୧. ପ୍ରାନ୍ତ —୧. End.
୨. ପ୍ରାନ୍ତର; କୌଣସି ଆଶ୍ରୟଶୂନ୍ୟ ଦୀର୍ଘ ପ୍ରଶସ୍ତ ପଡ଼ିଆ — ୧. Prairie.
୩. ବୃକ୍ଷାଦି ଶୂନ୍ୟ ମରୁଭୂମି —୩. Treeless desert.
୪. ପୋଖରୀର ବନ୍ଧ ଓ ପାଣି ଧାର ମଧ୍ୟରେ ଥିବା ଶୁଖିଲା ଅଂଶ ବଗଚରା —୪. The dry shore of a tank between the highest and the lowest water line.
୫. ଦୁଇ ଗ୍ରାମ ମଧ୍ୟରେ ଥିବା ବୃକ୍ଷଲତାବିହୀନ ଖୁବ୍ ବଡ଼ ପଡ଼ିଆ; ଗହୀର —୫. An extensive plot of open land between two villages.
୬. ବୃକ୍ଷାଦି ଶୂନ୍ୟ ଦୂର ପଥ — ୬. A lonely treeless distance.
୭. ନଈ ଆଦିର କୂଳ —୭. Shore.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ନଦୀର ଉଭୟ କୂଳସ୍ଥ ସମୁଦାୟ ଭୂମି — The land on both banks of a river.

(ଯଥା—ନଈ ପନ୍ତାର ମାଡ଼ି ବଢ଼ିଛି )