ଲିଙ୍ଗା
ଦେଖଣା
ଲିଙ୍ଗା(ଇତ୍ୟାଦି) —
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ନିଗା ଇତ୍ୟାଦି (ଦେଖ) - Nigā etc (See)
ଲିଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲିଙ୍ଗା
|
ଦେଶଜ - ବି(ସଂସ୍କୃତ - ଲିଙ୍ଗ)
[ସମ୍ପାଦନା]- ୧. ବଳଦଙ୍କ କାନ୍ଧରେ ବାହାରିବା ଭାତୁଡ଼ି ବା ଆବୁ mdash; ୧. A fleshy tumour or wart formed on the shoulder of a bullock.
[ଦ୍ରଷ୍ଟବ୍ୟ —ଏହାର ଆକୃତି ଶିବଲିଙ୍ଗ ପରି]
- ୨. (ଅନାଦରାର୍ଥକ) ଲିଙ୍ଗ ରାଜର ଡାକ ନାମ — ୨. Name for calling Liṅgarāja.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଲିଘାଂ (ଦେଖ) - —Liṅghā (See)
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ଜୋଡ଼; ଲମ୍ୱ ଜଳାଶୟ —A long narrow pool.
ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ବଳଦର କାନ୍ଧରେ ଲିଙ୍ଗା ବାହାରିଥାଏ — (Bullock) Having a tumour or wart growing on the shoulder.
[ଦ୍ରଷ୍ଟବ୍ୟ — ଯେଉଁ ବଳଦଙ୍କ କାନ୍ଧ ଉପରେ ଲିଙ୍ଗା ଉଠିବାର ଦେଖାଯାଏ, ଲୋକେ ଉକ୍ତ 'ଲିଙ୍ଗା'କୁ ମହାଦେବ ବୋଲି ବିଶ୍ୱାସ କରି ସେହି ବଳଦକୁ ହଳ କିମ୍ୱା ଶଗଡ଼ ଆଦି କାର୍ଯ୍ୟରେ ଆଉ ବ୍ୟବହାର କରନ୍ତି ନାହିଁ]