ଲିଙ୍ଗା

ଉଇକିଅଭିଧାନ‌ରୁ

ଲିଙ୍ଗା(ଇତ୍ୟାଦି) —

ଉଚ୍ଚାରଣ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ନିଗା ଇତ୍ୟାଦି (ଦେଖ) - Nigā etc (See)



ଲିଙ୍ଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଲିଙ୍ଗ)[ସମ୍ପାଦନା]

୧. ବଳଦଙ୍କ କାନ୍ଧରେ ବାହାରିବା ଭାତୁଡ଼ି ବା ଆବୁ mdash; ୧. A fleshy tumour or wart formed on the shoulder of a bullock.

[ଦ୍ରଷ୍ଟବ୍ୟ —ଏହାର ଆକୃତି ଶିବଲିଙ୍ଗ ପରି]

୨. (ଅନାଦରାର୍ଥକ) ଲିଙ୍ଗ ରାଜର ଡାକ ନାମ — ୨. Name for calling Liṅgarāja.

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ଲିଘାଂ (ଦେଖ) - —Liṅghā (See)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଜୋଡ଼; ଲମ୍ୱ ଜଳାଶୟ —A long narrow pool.

ଦେଶଜ - ବିଶେଷଣ -[ସମ୍ପାଦନା]

ଯେଉଁ ବଳଦର କାନ୍ଧରେ ଲିଙ୍ଗା ବାହାରିଥାଏ — (Bullock) Having a tumour or wart growing on the shoulder.

[ଦ୍ରଷ୍ଟବ୍ୟ — ଯେଉଁ ବଳଦଙ୍କ କାନ୍ଧ ଉପରେ ଲିଙ୍ଗା ଉଠିବାର ଦେଖାଯାଏ, ଲୋକେ ଉକ୍ତ 'ଲିଙ୍ଗା'କୁ ମହାଦେବ ବୋଲି ବିଶ୍ୱାସ କରି ସେହି ବଳଦକୁ ହଳ କିମ୍ୱା ଶଗଡ଼ ଆଦି କାର୍ଯ୍ୟରେ ଆଉ ବ୍ୟବହାର କରନ୍ତି ନାହିଁ]