ଲଙ୍ଗଳା
ଦେଖଣା
ଲଙ୍ଗଳା
ଉଚ୍ଚାରଣ
[ସମ୍ପାଦନା][ଲଙ୍ଗଳା, ଲଙ୍ଗଳି—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ—(ସଂସ୍କୃତ - ନଗ୍ନ)—
- ୧. ଯେ ଲୁଗା ପିନ୍ଧି ନ ଥାଏ; ବିବସ୍ତ୍ର; ନଗ୍ନ; ଯାହାର ଶରୀର ବସ୍ତ୍ରଦ୍ୱାରା ଆବୃତ ନ ଥାଏ —୧. Naked; unclothed.
[ଉ—ଲୁଗା ପିନ୍ଧୁ ଅଥବା ହେଉ ସେ ଲଙ୍ଗଳା, ତାଠାରେ ଏହା କିପାଁ କରିବା ସଙ୍ଖଳା କୃଷ୍ଣସିଂହ ମହାହାରତ ବନ]
- ୨. ଅଳଙ୍କାରାଦି ବିହୀନ —୨. Having no ornament
(ଯଥା—ଲଙ୍ଗଳା ହାତ)
- ୩. ଆବରଣହୀନ —୩. Un covered.
[ଯଥା—ଲଙ୍ଗଳା ଖଣ୍ଡା]
- ୪. (ଲକ୍ଷଣାର୍ଥ) ନିର୍ଲ୍ଲଜ୍ଜ; ବେଶରମା —୪. (figurative) Shameless; indecent.
- ୫. (ଲକ୍ଷଣାର୍ଥ) ଯାହାର ସ୍ତ୍ରୀ ପୁତ୍ରାଦି ପୋଷ୍ୟବର୍ଗ କେହି ନ ଥାଏ —୫. (figurative) One who has got no family or dependent.
- ୬. (ଲକ୍ଷଣାର୍ଥ) ଯାହାର ଏ ସଂସାରରେ କିଛି ମାୟାବନ୍ଧନ ନାହିଁ —୬. (figurative) One who has no wordly attachment.
[ଉ— ଲଙ୍ଗଳାକୁ ତିନିପୁରରେ ଡର ନାହିଁ ଢଗ]