ଲଙ୍ଗଳା

ଉଇକିଅଭିଧାନ‌ରୁ

ଲଙ୍ଗଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଲଙ୍ଗଳା, ଲଙ୍ଗଳି—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ—(ସଂସ୍କୃତ - ନଗ୍ନ)—

୧. ଯେ ଲୁଗା ପିନ୍ଧି ନ ଥାଏ; ବିବସ୍ତ୍ର; ନଗ୍ନ; ଯାହାର ଶରୀର ବସ୍ତ୍ରଦ୍ୱାରା ଆବୃତ ନ ଥାଏ —୧. Naked; unclothed.

[ଉ—ଲୁଗା ପିନ୍ଧୁ ଅଥବା ହେଉ ସେ ଲଙ୍ଗଳା, ତାଠାରେ ଏହା କିପାଁ କରିବା ସଙ୍ଖଳା କୃଷ୍ଣସିଂହ ମହାହାରତ ବନ]

୨. ଅଳଙ୍କାରାଦି ବିହୀନ —୨. Having no ornament

(ଯଥା—ଲଙ୍ଗଳା ହାତ)

୩. ଆବରଣହୀନ —୩. Un covered.

[ଯଥା—ଲଙ୍ଗଳା ଖଣ୍ଡା]

୪. (ଲକ୍ଷଣାର୍ଥ) ନିର୍ଲ୍ଲଜ୍ଜ; ବେଶରମା —୪. (figurative) Shameless; indecent.
୫. (ଲକ୍ଷଣାର୍ଥ) ଯାହାର ସ୍ତ୍ରୀ ପୁତ୍ରାଦି ପୋଷ୍ୟବର୍ଗ କେହି ନ ଥାଏ —୫. (figurative) One who has got no family or dependent.
୬. (ଲକ୍ଷଣାର୍ଥ) ଯାହାର ଏ ସଂସାରରେ କିଛି ମାୟାବନ୍ଧନ ନାହିଁ —୬. (figurative) One who has no wordly attachment.

[ଉ— ଲଙ୍ଗଳାକୁ ତିନିପୁରରେ ଡର ନାହିଁ ଢଗ]