ଚିତାବାଘ
ଚିତାବାଘ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ରବ୍ୟାଘ୍ର)[ସମ୍ପାଦନା]
ଏକପ୍ରକାର ଛୋଟବାଘ — Leopard; spotted tiger; Cynaelurus Jaleatus.
[ଦ୍ରଷ୍ଟବ୍ୟ —ଏହାର ଦେହରେ ଲୋମ ହଳଦିଆ ଓ ଦେହଯାକ ଟିପିଟିପି କଳା ଦାଗମାନ ଥାଏ ଏ ଉଚ୍ଚରେ ୧/?/ ହାତ ଓ ଲାଞ୍ଜ ସହିତ ଲମ୍ୱରେ ୩ ହାତ ପର୍ଯ୍ୟନ୍ତ ହୁଏ]