ଚିତାବାଘ
ଦେଖଣା
ଚିତାବାଘ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ରବ୍ୟାଘ୍ର)
[ସମ୍ପାଦନା]ଏକପ୍ରକାର ଛୋଟବାଘ — Leopard; spotted tiger; Cynaelurus Jaleatus.
[ଦ୍ରଷ୍ଟବ୍ୟ —ଏହାର ଦେହରେ ଲୋମ ହଳଦିଆ ଓ ଦେହଯାକ ଟିପିଟିପି କଳା ଦାଗମାନ ଥାଏ ଏ ଉଚ୍ଚରେ ୧/?/ ହାତ ଓ ଲାଞ୍ଜ ସହିତ ଲମ୍ୱରେ ୩ ହାତ ପର୍ଯ୍ୟନ୍ତ ହୁଏ]