ବାହାରି
ଦେଖଣା
ବାହାରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଲରିଆ) ବିଶେଷ୍ୟ - (ଢୁଳ. ହିନ୍ଦୀ - ବୁହାରୀ)
[ସମ୍ପାଦନା]ଖଡ଼ିକାମୁଠା; ଝାଡ଼ୁ —Broomstick.
ଦେଶଜ - ଅ
[ସମ୍ପାଦନା]- ୧. ପୃଥକ୍ —୧. Separate; distinct from.
- ୨. ବିଭିନ୍ନ —୨. Different from.
କେ ବୋଇଲେ ପୁରୁଷ କେ ବୋଇଲେ ସ୍ତିରୀ କେହୁ ବୋଇଲେ ଦୁଇ କଥାରୁ ବାହାରି କୃଷ୍ଣସିଂହ. ମହାଭାରତ ବିରାଟ
ବାହାରି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଯାଶପୁର) ବିଶେଷ୍ୟ -
[ସମ୍ପାଦନା]ବାହାରକୁ — Out.