ବାହାରି

ଉଇକିଅଭିଧାନ‌ରୁ

ବାହାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଲରିଆ) ବିଶେଷ୍ୟ - (ଢୁଳ. ହିନ୍ଦୀ - ବୁହାରୀ)[ସମ୍ପାଦନା]

ଖଡ଼ିକାମୁଠା; ଝାଡ଼ୁ —Broomstick.

ଦେଶଜ - ଅ[ସମ୍ପାଦନା]

୧. ପୃଥକ୍ —୧. Separate; distinct from.
୨. ବିଭିନ୍ନ —୨. Different from.

କେ ବୋଇଲେ ପୁରୁଷ କେ ବୋଇଲେ ସ୍ତିରୀ କେହୁ ବୋଇଲେ ଦୁଇ କଥାରୁ ବାହାରି କୃଷ୍ଣସିଂହ. ମହାଭାରତ ବିରାଟ



ବାହାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଯାଶପୁର) ବିଶେଷ୍ୟ -[ସମ୍ପାଦନା]

ବାହାରକୁ — Out.