ପିଟିବା
ଦେଖଣା
ପିଟିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂସ୍କୃତ - ପୀଡ଼ା ଧାତୁ)
[ସମ୍ପାଦନା]- ୧. ଉପର୍ଯ୍ୟୁପରି ଆଘାତ କରିବା; ସଂଘାତ କରିବା — ୧. To ram; to strike repeatedly.
- ୨. ହାତୁଡ଼ିରେ ଧାତୁ ଆଦିକୁ ଆଘାତ କରିବା — ୨. To hammer.
- ୩. ବାଡ଼େଇବା; ପ୍ରହାର କରିବା; ଯଷ୍ଟିଦ୍ୱାରା ଆଘାତ କରିବା — ୩. To thrash; to beat with a stick.
ମୋଦ ପୀୟୁଷ ଘଟି ପିଟିରେ କବିସୂର୍ଯ୍ୟ, ସଙ୍ଗୀତ
- ୪. ଭୂମିରେ ଆଘାତ କରିବା — ୪. To strick on the ground.
(ଯଥା—ମୁଣ୍ଡ ପିଟିବା)
- ୫. ଆନଦ୍ଧ ବାହ୍ୟରେ ହାତ ରବା କାଠି ଆଦି ଆଘାତ କରିବା ୫. To beat a drum.
ହୋଇ କାମରାଜ ପିଟେ କିବା ବାଇଦା କୃଷ୍ଣସିଂହ. ମହାଭାରତ. ସଭା