ପିଟିବା

ଉଇକିଅଭିଧାନ‌ରୁ

ପିଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ପିଟ ବା ପିଟ୍ଟ ଧାତୁ=କୁଟିବା; ତୁଳ. ସଂସ୍କୃତ - ପୀଡ଼ା ଧାତୁ)[ସମ୍ପାଦନା]

୧. ଉପର୍ଯ୍ୟୁପରି ଆଘାତ କରିବା; ସଂଘାତ କରିବା — ୧. To ram; to strike repeatedly.
୨. ହାତୁଡ଼ିରେ ଧାତୁ ଆଦିକୁ ଆଘାତ କରିବା — ୨. To hammer.
୩. ବାଡ଼େଇବା; ପ୍ରହାର କରିବା; ଯଷ୍ଟିଦ୍ୱାରା ଆଘାତ କରିବା — ୩. To thrash; to beat with a stick.

ମୋଦ ପୀୟୁଷ ଘଟି ପିଟିରେ କବିସୂର୍ଯ୍ୟ, ସଙ୍ଗୀତ

୪. ଭୂମିରେ ଆଘାତ କରିବା — ୪. To strick on the ground.

(ଯଥା—ମୁଣ୍ଡ ପିଟିବା)

୫. ଆନଦ୍ଧ ବାହ୍ୟରେ ହାତ ରବା କାଠି ଆଦି ଆଘାତ କରିବା ୫. To beat a drum.

ହୋଇ କାମରାଜ ପିଟେ କିବା ବାଇଦା କୃଷ୍ଣସିଂହ. ମହାଭାରତ. ସଭା