ଘୂସା
ଦେଖଣା
ଘୂସା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ—ଗୁସ୍ସା=କ୍ରୋଧ; କୋପ)
[ସମ୍ପାଦନା]କ୍ରୋଧ; ରାଗ — Anger; rage.
ବୈଦେଶିକ - ବିଶେଷଣ -
[ସମ୍ପାଦନା]ରାଗାନ୍ୱିତ — Angry; displeased; enteged.
ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର ତୁଳ, ବଙ୍ଗାଳୀ - ଘୁଷା, ଘୁଷୀ; ସଂସ୍କୃତ - ଘୃଷ୍ ଧାତୁ=ହିଂସାକରିବା)
[ସମ୍ପାଦନା]ମୁଷ୍ଟ୍ୟାଘାତ; ମୂଥା — Fist-blow