ଘୂସା

ଉଇକିଅଭିଧାନ‌ରୁ

ଘୂସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ—ଗୁସ୍ସା=କ୍ରୋଧ; କୋପ)[ସମ୍ପାଦନା]

କ୍ରୋଧ; ରାଗ — Anger; rage.

ବୈଦେଶିକ - ବିଶେଷଣ -[ସମ୍ପାଦନା]

ରାଗାନ୍ୱିତ — Angry; displeased; enteged.

ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର ତୁଳ, ବଙ୍ଗାଳୀ - ଘୁଷା, ଘୁଷୀ; ସଂସ୍କୃତ - ଘୃଷ୍ ଧାତୁ=ହିଂସାକରିବା)[ସମ୍ପାଦନା]

ମୁଷ୍ଟ୍ୟାଘାତ; ମୂଥା — Fist-blow