Jump to content

ଘୂସା

ଉଇକିଅଭିଧାନ‌ରୁ

ଘୂସା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ—ଗୁସ୍ସା=କ୍ରୋଧ; କୋପ)

[ସମ୍ପାଦନା]

କ୍ରୋଧ; ରାଗ — Anger; rage.

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ରାଗାନ୍ୱିତ — Angry; displeased; enteged.

ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର ତୁଳ, ବଙ୍ଗାଳୀ - ଘୁଷା, ଘୁଷୀ; ସଂସ୍କୃତ - ଘୃଷ୍ ଧାତୁ=ହିଂସାକରିବା)

[ସମ୍ପାଦନା]

ମୁଷ୍ଟ୍ୟାଘାତ; ମୂଥା — Fist-blow