ନଖାଇବା
ଦେଖଣା
ନଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଖାଇବା
|
ଦେଶଜ - କ୍ରି. (ସଂସ୍କୃତ - ନଖ)
[ସମ୍ପାଦନା]- ୧. ନଖରେ ରାମ୍ପୁଡ଼ିବା; ନଖରାଇବା —୧. To scratch with the nails.
ଅନୁବାଦ
[ସମ୍ପାଦନା]ନଖାଇବା
|
- ୨. ନଖରେ ଫଳଆଦିର ଚୋପା ଛଡ଼ାଇବା — ୨. To peel off rind of fruits with the nails.
- ୩. (ସଂସ୍କୃତ - ନ+ ଖାଦ୍ ଧାତୁ)—ନ ଖାଇବା; ଭୋଜନକ୍ରିୟା ନ କରିବା —୩. Not to eat.
ଗ୍ରାମ୍ୟ - କ୍ରି. (ସଂସ୍କୃତ - ଲଗ୍ନ)
[ସମ୍ପାଦନା]ଲଖାଇବା; କୌଣସି ପଦାର୍ଥକୁ କୌଣସି ସ୍ଥାନରେ ଅଟକାଇବା ବା ଲଗାଇରଖିବା — To cause a thing to stick or adhere to some place.