ନଖାଇବା

ଉଇକିଅଭିଧାନ‌ରୁ

ନଖାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ନଖ)[ସମ୍ପାଦନା]

୧. ନଖରେ ରାମ୍ପୁଡ଼ିବା; ନଖରାଇବା —୧. To scratch with the nails.


ଅନୁବାଦ[ସମ୍ପାଦନା]

୨. ନଖରେ ଫଳଆଦିର ଚୋପା ଛଡ଼ାଇବା — ୨. To peel off rind of fruits with the nails.
୩. (ସଂସ୍କୃତ - ନ+ ଖାଦ୍ ଧାତୁ)—ନ ଖାଇବା; ଭୋଜନକ୍ରିୟା ନ କରିବା —୩. Not to eat.

ଗ୍ରାମ୍ୟ - କ୍ରି. (ସଂସ୍କୃତ - ଲଗ୍ନ)[ସମ୍ପାଦନା]

ଲଖାଇବା; କୌଣସି ପଦାର୍ଥକୁ କୌଣସି ସ୍ଥାନରେ ଅଟକାଇବା ବା ଲଗାଇରଖିବା — To cause a thing to stick or adhere to some place.