ଚଖାଇବା
ଦେଖଣା
ଚଖାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଚଖେଇବା—ଅନ୍ୟରୂପ)
ଦେଶଜ - କ୍ରି—(ସଂସ୍କୃତ - ଚକ୍ଷ ଧାତୁର ଣିଜନ୍ତ)
[ସମ୍ପାଦନା]- ୧. ଚାଖିବା କ୍ରିୟାର ଣିଜନ୍ତ ରୂପ —୧. Causative of Chākhibā
- ୨. ଅନ୍ୟ ବ୍ୟକ୍ତିକୁ କୌଣସି ପଦାର୍ଥ ଚାଖିବାର ସୁଯୋଗ ବା ଅନୁମତି ଦେବା —୨. To permit or cause a person to taste a thing.
ଚଖାଇ ବୁଡ଼ାଇତ ଦେଉଛ ଜ୍ଞାନକୁ—କୃଷ୍ଣସିଂହ. ମହାଭାରତ. ସଭାପର୍ବ