ଚଖାଇବା

ଉଇକିଅଭିଧାନ‌ରୁ

ଚଖାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଚଖେଇବା—ଅନ୍ୟରୂପ)

ଦେଶଜ - କ୍ରି—(ସଂସ୍କୃତ - ଚକ୍ଷ ଧାତୁର ଣିଜନ୍ତ)[ସମ୍ପାଦନା]

୧. ଚାଖିବା କ୍ରିୟାର ଣିଜନ୍ତ ରୂପ —୧. Causative of Chākhibā
୨. ଅନ୍ୟ ବ୍ୟକ୍ତିକୁ କୌଣସି ପଦାର୍ଥ ଚାଖିବାର ସୁଯୋଗ ବା ଅନୁମତି ଦେବା —୨. To permit or cause a person to taste a thing.

ଚଖାଇ ବୁଡ଼ାଇତ ଦେଉଛ ଜ୍ଞାନକୁ—କୃଷ୍ଣସିଂହ. ମହାଭାରତ. ସଭାପର୍ବ