ସକାଳ
ଦେଖଣା
- ଉପଯୁକ୍ତ ସମୟରେ
- ପ୍ରତ୍ୟୁଷରେ
- ଶୀଘ୍ର
- ପ୍ରାତଃକାଳ
- ପୂର୍ବାହ୍ନ
ବିଶେଷଣ (ଦେଶଜ)
[ସମ୍ପାଦନା]- ପୂର୍ବାହ୍ନରେ କୃତସକାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ସହାର୍ଥ ବହୁବ୍ରୀହି)
[ସମ୍ପାଦନା]ସମୟୋପଯୋଗୀ — Seasonable; opportune (Apte)
ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଉପଯୁକ୍ତ ସମୟରେ —୧. Seasonably (Apte).
- ୨. ପ୍ରତ୍ୟୁଷରେ <? ?>&୨. Early in the morning (Apte).
- ୩. ଶୀଘ୍ର —୩. Betimes (Apte).
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦ୍ୟଃ କାଳ)
[ସମ୍ପାଦନା]- ୧. ପ୍ରାତଃକାଳ —୧. Morning.
- ୨. ପୂର୍ବାହ୍ନ —୨. Forenoon
ଦେଶଜ - ବିଶେଷଣ -
[ସମ୍ପାଦନା]ପୂର୍ବାହ୍ନରେ କୃତ ବା ଅନୁଷ୍ଠିତ —Done or held in the forenoon.
[ଉ—ସକାଳ ସ୍କୁଲ; ସକାଳ କଚିରୀ]