ପିଟୁଣି

ଉଇକିଅଭିଧାନ‌ରୁ

ପିଟୁଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପିଟ୍ ଧାତୁ)[ସମ୍ପାଦନା]

ଓଳିଆକୁ ବାନ୍ଧି ସାରି ତାକୁ ସମତୁଲ କରି ବାଡ଼େଇବା ପାଇଁ ବ୍ୟବହୃତ ପଟା ବା ପିଟଣା — A flat mailet used to make the surface of an Oḻiā smooth by beating.


ବୈଦେଶିକ - ବିଶେଷ୍ୟ -(ଇଂରାଜୀ)[ସମ୍ପାଦନା]

ଦଣ୍ଡମୂଳକ, ଦଣ୍ଡସ୍ୱରୂପ, Punitive

ଉଦାହରଣ : ପିଟୁଣି ଟିକସ