ପିଟୁଣି
Appearance
ପିଟୁଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପିଟୁଣି
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ପିଟ୍ ଧାତୁ)
[ସମ୍ପାଦନା]ଓଳିଆକୁ ବାନ୍ଧି ସାରି ତାକୁ ସମତୁଲ କରି ବାଡ଼େଇବା ପାଇଁ ବ୍ୟବହୃତ ପଟା ବା ପିଟଣା — A flat mailet used to make the surface of an Oḻiā smooth by beating.
ବୈଦେଶିକ - ବିଶେଷ୍ୟ -(ଇଂରାଜୀ)
[ସମ୍ପାଦନା]ଦଣ୍ଡମୂଳକ, ଦଣ୍ଡସ୍ୱରୂପ, Punitive
ଉଦାହରଣ : ପିଟୁଣି ଟିକସ