ଟିକିଏ
ଦେଖଣା
ଟିକିଏ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ସ୍ତବ) ଅତି କ୍ଷୁଦ୍ର; ବକଟେ; କିଞ୍ଚିତ୍ — Very small; a bit.
ଦେଶଜ - ଅ
[ସମ୍ପାଦନା]- ୧. ସାମାନ୍ୟ ପରିମାଣରେ — ୧. A little; in a small quantity.
ଟିକିଏ ହେଲେ ବିବେକ ନ କରି ସେବକ ବେକ କରତ ବୋଲି ଦର୍ପକ— କବିସୂର୍ଯ୍ୟ. ସଂଙ୍ଗୀତ
- ୨. ଅଳ୍ପ ସମୟ ପାଇଁ — ୨. For a short time; for a moment.
ଟିକିଏ ରହି ନମସ୍କାରୁଟାଏ କରି—କୃଷ୍ଣସିଂହ. ମହାଭାରତ. ବନ
- ୩. ଅନୁଗ୍ରହପୂର୍ବକ (ଅମୂକ କର୍ମ କର) — ୩. Do please; please.
[ ଦ୍ର—ଇଂରାଜୀରେ ଯେଉଁ ଅର୍ଥରେ 'please' ଅର୍ଥାତ୍ 'ଅନୁଗ୍ରହପୂର୍ବକ' ଶବ୍ଦ ବ୍ୟବହୃତ ହୁଏ ଓଡ଼ିଆରେ ଅନେକ ସ୍ଥଳରେ 'ଟିକିଏ' ସେହି ଅର୍ଥରେ ବ୍ୟବହୃତ ହୁଏ; ଯଥା—ନାହୁରି ଭାଇ ! ମତେ ଟିକିଏ ଚଞ୍ଚଳ ନଈପାରିକରିଦେଶଜ - ]