ଚୁଞ୍ଚୁ
ଦେଖଣା
ଚୁଞ୍ଚୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଅନ୍ୟ ଶବ୍ଦ ସଙ୍ଗେ ଲାଗିଲେ, ଯଥା—ବିଦ୍ୟାଚୁଞ୍ଚୁ, ଅକ୍ଷରଚୁଞ୍ଚୁ, ନ୍ୟାୟଚୁଞ୍ଚୁ)
[ସମ୍ପାଦନା]- ୧. (ଅମୁକ କର୍ମପାଇଁ) ବିଖ୍ୟାତ —୧. Famous for a certain thing.
- ୨. (ଅମୁକ ବିଷୟରେ) ପାରଙ୍ଗମ —୨. Expert.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚୁଚୁନ୍ଦ୍ରା (ହିନ୍ଦୀ - ଶବ୍ଦସାଗର) — ୧. Mole; shrew.
- ୨. ବୈଦେହିକ ସ୍ତ୍ରୀ ଓ ବ୍ରାହ୍ମଣ ପିତାଠାରୁ ଉତ୍ପନ୍ନ ସଙ୍କର ଜାତିବିଶେଷ (ହିନ୍ଦୀ - ଶବ୍ଦସାଗର) — ୨. Name of a mixed caste.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ନଡ଼ିଆ ତେଲ ରନ୍ଧା ହେବା ପରେ ବଳି ପଡ଼ିବା କୋରୁଅ —The dregs left in the pan after cocoanut-juice is boiled and turned into oil.