ଚୁଞ୍ଚୁ

ଉଇକିଅଭିଧାନ‌ରୁ

ଚୁଞ୍ଚୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅନ୍ୟ ଶବ୍ଦ ସଙ୍ଗେ ଲାଗିଲେ, ଯଥା—ବିଦ୍ୟାଚୁଞ୍ଚୁ, ଅକ୍ଷରଚୁଞ୍ଚୁ, ନ୍ୟାୟଚୁଞ୍ଚୁ)[ସମ୍ପାଦନା]

୧. (ଅମୁକ କର୍ମପାଇଁ) ବିଖ୍ୟାତ —୧. Famous for a certain thing.
୨. (ଅମୁକ ବିଷୟରେ) ପାରଙ୍ଗମ —୨. Expert.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଚୁଚୁନ୍ଦ୍ରା (ହିନ୍ଦୀ - ଶବ୍ଦସାଗର) — ୧. Mole; shrew.


୨. ବୈଦେହିକ ସ୍ତ୍ରୀ ଓ ବ୍ରାହ୍ମଣ ପିତାଠାରୁ ଉତ୍ପନ୍ନ ସଙ୍କର ଜାତିବିଶେଷ (ହିନ୍ଦୀ - ଶବ୍ଦସାଗର) — ୨. Name of a mixed caste.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ନଡ଼ିଆ ତେଲ ରନ୍ଧା ହେବା ପରେ ବଳି ପଡ଼ିବା କୋରୁଅ —The dregs left in the pan after cocoanut-juice is boiled and turned into oil.